Sampurna Lakshya – The Complete Path Self Development to Self Realisation (Odia)

Original price was: ₹225.00.Current price is: ₹203.00.

In stock

SKU 9788184152005 Categories ,

Description

ଉଚ୍ଚତମ ଲକ୍ଷ୍ୟ ନିର୍ଦ୍ଧାରଣ, ନିଜର ଦୃଷ୍ଟିକୋଣର ପରିବର୍ତ୍ତନ, ଭ୍ରମଧାରଣା ଓ କୁ-ଅଭ୍ୟାସର ପରିତ୍ୟାଗ ତଥା ଉତ୍ତମ ଗୁଣାବଳୀର ବିକାଶଦ୍ୱାରା ପ୍ରଥମେ ନିଜର ରୂପାନ୍ତରଣ ସହିତ ଅନ୍ୟମାନଙ୍କ ଉନ୍ନତି ପାଇଁ କେମିତି ନିମିତ୍ତ ହେଇ ହେବ ତାହା ଏହି ବହିର ପ୍ରଧାନ ଆଲୋଚ୍ୟ ବିଷୟ।

ଜୀବନର ପାଞ୍ଚଟି ଭାଗ(ଶାରୀରିକ, ମାନସିକ, ଆର୍ଥିକ, ସାମାଜିକ ଓ ଆଧ୍ୟାତ୍ମିକ)ର ସମନ୍ୱୟ ଓ ସର୍ବାଙ୍ଗୀନ ବିକାଶ କରିବାର ସୂତ୍ର ଏହି ବହିଟିରୁ ଶିଖିବାକୁ ମିଳେ।

ଶାରୀରିକ ବିକାଶ ପାଇଁ ସମ୍ୟକ୍ ଆହାର, ସମ୍ୟକ୍ ବ୍ୟାୟାମ, ସମ୍ୟକ୍ ବିଶ୍ରାମ ଓ ପ୍ରାଣାୟାମ, ମାନସିକ ବିକାଶ ପାଇଁ ବିଚାର ଓ ଭାବ ଶୁଦ୍ଧି, ଆର୍ଥିକ ବିକାଶ ପାଇଁ ଧନ ସମ୍ବନ୍ଧିତ ଭ୍ରମ ଧାରଣାର ବର୍ଜନ କରି ତେରଟି ସ୍ୱର୍ଣ୍ଣିମ ନିୟମର ଅବଲମ୍ବନ, ସାମାଜିକ ବିକାଶ ପାଇଁ ମଧୁର ବ୍ୟବହାର, ମିତ୍ରତା ଓ ଭ୍ରାତୃଭାବଯୁକ୍ତ ଦୃଷ୍ଟିକୋଣ, ଏବଂ ପରିଶେଷରେ ଆଧ୍ୟାତ୍ମିକ ବିକାଶପାଇଁ ପ୍ରତିଟି ଘଟନାକୁ ସିଢ଼ିକରି, ତା’ର ଉପଯୋଗ କରି, ସେଥିରୁ ଶିକ୍ଷା ଗ୍ରହଣକରିବା ଆଦି ସୂତ୍ର ଏହି ପୁସ୍ତକରେ ସରଶ୍ରୀ ବିସ୍ତୃତ ଭାବରେ ବ୍ୟାଖ୍ୟା କରିଛନ୍ତି।

ନିଜର ବିଶ୍ୱାସ, ଧାରଣା ଓ ଅଭ୍ୟାସର ତ୍ରୁଟିପୂର୍ଣ୍ଣ ଢାଞ୍ଚାକୁ ଭାଙ୍ଗି ଲକ୍ଷ୍ୟ ପ୍ରାପ୍ତିର ରାସ୍ତାକୁ ସୁଗମ କରିବାର ଉପାୟ ଏଥିରୁ ଶିକ୍ଷାମିଳେ।

Available in the following languages:

Additional information

Weight 0.2 kg
Dimensions 1 × 5.5 × 8.5 in
Publisher

WOW Publishings

ISBN 13

978-81-8415-200-5

Binding

Paperback

Language

Odia

Author / Writer

Sirshree

Title

ସମ୍ପୂର୍ଣ୍ଣ ଲକ୍ଷ୍ୟ ସମ୍ପୂର୍ଣ୍ଣ ବିକାଶର ଉପାୟ The Complete Path Self Development to Self Realisation (Odia Edition of Sampurna Lakshy

Brand

WOW PUBLISHING PVT.LTD.

Reviews

There are no reviews yet.

Be the first to review “Sampurna Lakshya – The Complete Path Self Development to Self Realisation (Odia)”

Your email address will not be published. Required fields are marked *

Best selling products