Description
ଆପଣଙ୍କର ଗୋଟିଏ ମାତ୍ର ବିଚାର ପୂରା ବିଶ୍ୱକୁ ଦିଗ୍ଦର୍ଶନ ଦେଇପାରେ। ଯଦି ଏ କଥାଟି ଆପଣଙ୍କୁ ବିଶ୍ୱାସ ହେଉନାହିଁ ତେବେ ଏ ବହିଟିକୁ ଥରେ ପଢ଼ି ଦେଖନ୍ତୁ। ବିଚାରର ଶକ୍ତି କ’ଣ ଚମତ୍କାର କରିପାରେ ତାହା ଜାଣନ୍ତୁ।
ବହିଟି ବିଚାରର ଅଦ୍ଭୁତ ଶକ୍ତି ଉପରେ ଆଲୋକପାତ କରେ। ଯାହା ସାହାଯ୍ୟରେ ପ୍ରଶିକ୍ଷିତ ଶରୀର, ନିର୍ମଳ ମନ, ଉତ୍ତମ ଜୀବିକା, ଆଦର୍ଶ ଓଜନ, ଦୀର୍ଘ ଜୀବନ, ଶ୍ରେଷ୍ଠ ମିତ୍ର ଓ ଜୀବନସାଥି, କାର୍ଯ୍ୟ କୁଶଳତା ଓ ସର୍ବୋପରି ପୃଥିବୀରେ ଜନ୍ମ ନେବାର ଲକ୍ଷ୍ୟ ପାଇ ହେବ।
ଏହା ସହିତ ନିଜର ମୂଳ ସ୍ରୋତ ସହିତ ସମ୍ପର୍କରେ ଆସିବା ଅତ୍ୟନ୍ତ ଆବଶ୍ୟକ। ଏଥିରୁ ଶାନ୍ତି, ସୃଜନଶୀଳତା ତଥା ସ୍ଫୁର୍ତ୍ତି ମିଳିଥାଏ। ଚେତନାର ଉଚ୍ଚତମ ସ୍ତରକୁ ଉପଲବ୍ଧି କରିବାପାଇଁ ଓ ନିଜର ମୂଳ ସ୍ରୋତ ସହିତ ସଦା ସଂଯୁକ୍ତ ହୋଇ ରହିବାର କଳା ଶିଖିବା ଏଇ ପୁସ୍ତକର ଦ୍ୱିତୀୟ ଭାଗରେ ଦିଆ ଯାଇଛି ମୌନ-ମନ୍ତ୍ର।
ନିଜର ବିଚାରକୁ ସକାରାତ୍ମକ କରି ଓ ମୌନ-ମନ୍ତ୍ରର ସହାୟତା ନେଇ ନିଜ ଜୀବନରେ ଆମେ ଯାହା ଚାହିଁବା ତାହା ସୃଜନ କରିପାରିବା।
Available in the following languages:
-
10% OFF

The Source – Power Of Happy Thoughts (Latest Edition)
Original price was: ₹295.00.₹266.00Current price is: ₹266.00. Add to cart -
10% OFF

Vichar Niyam – The Power of Happy Thoughts (Kannada)
Original price was: ₹195.00.₹176.00Current price is: ₹176.00. Add to cart -
10% OFF

Vichar Niyam – The Power of Happy Thoughts (Gujarati)
Original price was: ₹195.00.₹176.00Current price is: ₹176.00. Add to cart -
10% OFF

Vichar Niyam – The Power of Happy Thoughts (Marathi)
Original price was: ₹250.00.₹225.00Current price is: ₹225.00. Add to cart -
10% OFF

Vichar Niyam – The Power of Happy Thoughts (Hindi)
Original price was: ₹250.00.₹225.00Current price is: ₹225.00. Add to cart





Reviews
There are no reviews yet.