Mrutyu Uparanta Jeebana – Mrutyu Mouka Na Dhoka (Odia)

Original price was: ₹150.00.Current price is: ₹50.00.

In stock

SKU 9788184153750 Categories ,

Description

ମୃତ୍ୟୁ ହେଉଛି ପ୍ରକୃତି ପ୍ରଦତ୍ତ ବିଧି ବିଶେଷ, ଯାହା ସଂସାରର ଲୀଳୀଖେଳାକୁ ଆଗକୁ ବଢ଼ାଏ। ଏହି ବିଧିଦ୍ୱାରା ମଣିଷ ନିଜର ତରଙ୍ଗକୁ ବଢାଇପାରେ ଓ ସୂକ୍ଷ୍ମ ଜଗତରେ ନିଜର ଅଭିବ୍ୟକ୍ତି କରିପାରେ। ସତ କହିବାକୁ ଗଲେ ସ୍ଥୂଳ ଶରୀରର ମୃତ୍ୟୁ ହେଉଛି ସୂକ୍ଷ୍ମ ଶରୀର ପ୍ରାପ୍ତ କରିବାର ଏକ ବିଧି। କିନ୍ତୁ ଏଇ ବିଧିଟି ଲୋକଙ୍କପାଇଁ ଦୁଃଖର କାରଣ ହୋଇ ଯାଇଛି। ମଣିଷ ପୃଥିବୀରେ ମୃତ୍ୟୁକୁ ଦେଖି ଦୁଃଖୀ ହେବା ଅନୁଚିତ, କାରଣ ପରବର୍ତ୍ତୀ ଯାତ୍ରା ଏଇ ଜୀବନର ବିସ୍ତାର ଅଟେ।

ମହାଜୀବନର ଶାବ୍ଦିକ ଅର୍ଥ ହେଲା ‘ଯେଉଁଠି ଜୀବନର ଜନ୍ମ ହୁଏ ଓ ମୃତ୍ୟୁର ମୃତ୍ୟୁ ହୁଏ।’ ମଣିଷ ଯେତେବେଳେ ଭକ୍ତି ବଳରେ ବ୍ୟକ୍ତିଗତ ଅହଂକାରର ମୃତ୍ୟୁ ପାଇଁ ପ୍ରସ୍ତୁତ ହୋଇଯାଏ, ସେତେବେଳେ ପ୍ରକୃତରେ ମହାଜୀବନର ଆରମ୍ଭ ହୋଇଥାଏ। ଏମିତି ଅବସ୍ଥା ହାସଲ କରିବାପାଇଁ ହିଁ ଆମକୁ ମଣିଷ ଜନ୍ମ ମିଳିଛି। ଏହି ପୁସ୍ତକ ସାହାଯ୍ୟରେ ଆପଣ ମହାଜୀବନକୁ ବୁଝି ପାରିବେ।

ଜୀବନରେ ମୃତ୍ୟୁ ଉପରାନ୍ତ ଜୀବନ ଓ ମୃତ୍ୟୁ ଉପରାନ୍ତ ଜୀବନରେ ମହାନିର୍ବାଣ ନିର୍ମାଣର ଯାତ୍ରା ହିଁ ବାସ୍ତବରେ ପୂର୍ଣ୍ଣ ଜୀବନ ବା ମହାଜୀବନ ଅଟେ। ତେଣୁ ଆସନ୍ତୁ ମୃତ୍ୟୁର ଅସଲି ଜ୍ଞାନ ପାଇ ଆମେ ମହାଜୀବନର ଯାତ୍ରାର ଶୁଭାରମ୍ଭ କରିବା।

Available in the following languages:

Additional information

Weight 0.2 kg
Dimensions 1 × 5.5 × 8.5 in
Publisher

WOW Publishings

ISBN 13

978 81 8415 375 0

Binding
Language

Odia

Author / Writer

Sirshree

Title

ମୃତ୍ୟୁ ଉପରାନ୍ତ ଜୀବନ ମୃତ୍ୟୁ ମୌକା ନା ଧୋକା (Odia Edition of Mrutyu Uparant Jeevan – Mrutyu Mouka Ya Dhoka)

Brand

WOW PUBLISHING PVT.LTD.

Reviews

There are no reviews yet.

Be the first to review “Mrutyu Uparanta Jeebana – Mrutyu Mouka Na Dhoka (Odia)”

Your email address will not be published. Required fields are marked *

Best selling products