Prarthana Beeja � Vishwasa Beeja Eka Adbhuta Shakti (Odia)

Original price was: ₹160.00.Current price is: ₹144.00.

In stock

SKU 9788184153767 Categories ,

Description

ପ୍ରାର୍ଥନା ମୂଳରେ ବିଶ୍ୱାସ ରହିଥାଏ ଓ ବିଶ୍ୱାସର ବୀଜ ଈଶ୍ୱରଙ୍କ ତଦାରଖରେ ଅଙ୍କୁରିତ ହୋଇ ଜୀବନର ଉପବନରେ ଆଣିଥାଏ ଚିର ବସନ୍ତର ସବୁଜିମା।

ପ୍ରାର୍ଥନାରେ ଜୀବନକୁ ରୂପାନ୍ତରିତ କରିଦେବାର ଅଦ୍ଭୁତ ଶକ୍ତି ନିହିତ ଅଛି। ସଂଶିତ ପୁସ୍ତକର ପ୍ରଥମ ଭାଗରୁ ଜାଣନ୍ତୁ ପ୍ରାର୍ଥନାର ସାତଟି ଆବଶ୍ୟକତା ଓ ପାଞ୍ଚଟି ଅବରୋଧକୁ। ଏହାକୁ ଜାଣି, ପ୍ରାର୍ଥନାକୁ ପ୍ରଭାବଶାଳୀ କରି, ଈଶ୍ୱର, ଗୁରୁ ଓ କୃପାପାଇଁ ପ୍ରାର୍ଥନା କରି ନିଜର ଜୀବନକୁ ପ୍ରାର୍ଥନାମାୟ କରନ୍ତୁ। ସନ୍ଥମାନଙ୍କର ପଦାଙ୍କ ଅନୁସରଣ କରି ଜୀବନରେ ଦିବ୍ୟତ୍ୱ ଭରି ଦିଅନ୍ତୁ, ଆଉ ଶିଖନ୍ତୁ ସବୁଠାରୁ ସଂକ୍ଷିପ୍ତ ଓ ଉଚ୍ଚତମ ପ୍ରାର୍ଥନା।

ପୁସ୍ତକର ଦ୍ୱିତୀୟ ଭାଗରୁ ଜାଣନ୍ତୁ ଚମତ୍କାର କରିବାର ରହସ୍ୟକୁ। ପ୍ରାର୍ଥନାରୁ ବିଶ୍ୱାସ ବୀଜ ଆରମ୍ଭ କରି ଜାଣନ୍ତୁ ଈଶ୍ୱରଙ୍କର କାମ କରିବାର ଶୈଳୀକୁ ଓ ଅସଲି ବୀଜକୁ ପରଖିବାର କୌଶଳକୁ ଆୟତ୍ତ କରନ୍ତୁ। ବିଶ୍ୱାସ ବୀଜ ବପନ କରି ଚମତ୍କାରର ପ୍ରତୀକ୍ଷା କରନ୍ତୁ। ପ୍ରକୃତିର ନିୟମକୁ ଜାଣନ୍ତୁ ଓ ନିଜ ଜୀବନରେ ଈଶ୍ୱରଙ୍କୁ ସର୍ବୋପରି ରଖି ସମସ୍ତ ଆଦାନ ପ୍ରଦାନ, ସାହାଯ୍ୟ ସହଯୋଗ ତାଙ୍କରି ସହିତ ହିଁ କରନ୍ତୁ। ବିଳମ୍ବରେ ପୂରା ହେଉଥିବା ପ୍ରାର୍ଥନାରେ ହତୋତ୍ସାହ ନ ହୋଇ ଧୈର୍ଯ୍ୟ ସହକାରେ ସେଥିରେ ନିହିତ ଥିବା ଶିକ୍ଷାକୁ ସାଉଁଟି ନିଅନ୍ତୁ ଓ କୃପାକ୍ଲବ୍‌ରେ ଯୋଗ ଦେଇ ନିଜକୁ ଧନ୍ୟ କରନ୍ତୁ।

Available in the following languages:

Additional information

Weight 0.2 kg
Dimensions 1 × 5.5 × 8.5 in
Publisher

WOW Publishings

ISBN 13

978-81-8415-376-7

Binding

Paperback

Language

Odia

Author / Writer

Sirshree

Title

ପ୍ରାର୍ଥନା ବୀଜ ବିଶ୍ୱାସ ବୀଜ ଏକ ଅଦ୍ଭୁତ ଶକ୍ତି Faith in Action (Odia Edition of Prarthana Beej – Vishwas Beej Ek Adbhut Shakti)

Brand

WOW PUBLISHING PVT.LTD.

Reviews

There are no reviews yet.

Be the first to review “Prarthana Beeja � Vishwasa Beeja Eka Adbhuta Shakti (Odia)”

Your email address will not be published. Required fields are marked *

Best selling products