DhyanaNiyama Dhyana Yoga Ninety (Odia)

Original price was: ₹250.00.Current price is: ₹225.00.

Only 1 left in stock

SKU 9788184155600 Categories ,

Description

ଧ୍ୟାନ ନିୟମ

ରାମପ୍ୟାରେ ନାମକ ବ୍ୟକ୍ତି ଚାକିରି କରିବାକୁ ନିଜ ଗାଁ ଛାଡ଼ି ଆସି ‘ଅଯୋଧ୍ୟା’ ନାମକ ଫ୍ଲାଟରେ ରହୁଥାଏ। ସେହି ଫ୍ଲାଟରେ ଆଉ ଛଅ ଜଣ ପିଲା ମଧ୍ୟ ଥାଆନ୍ତି। ସେମାନେ ତାକୁ ନାନା ହଇରାଣ କରନ୍ତି। ସେମାନେ ହେଲେ – ଚିମ୍ପୁ, ଟିଙ୍ଗୁ, କନ୍ନୁ, ଅକ୍କି, ନକୁଶା ଓ ମନ୍ନୁ।

ଏମିତି ଅବସ୍ଥାରେ ରାମପ୍ୟାରେ କ’ଣ କରେ, ପିଲାମାନଙ୍କୁ କେମିତି ଶାନ୍ତ କରେ, ଏ କଥା ଆପଣ ଏଇ ପୁସ୍ତକରୁ  ପଢ଼ିବେ ଓ ଜାଣିବେ ଧ୍ୟାନର ରହସ୍ୟ। ଏଇ ଛଅ ପିଲା ଆମର ପାଞ୍ଚ ଜ୍ଞାନେନ୍ଦ୍ରିୟ  ଯଥାକ୍ରମେ ତ୍ୱଚା, ଜିଭ, କାନ, ଆଖି, ନାକ ଓ ମନର  ପ୍ରତୀକ ଅଟନ୍ତି। ଏହି କାହାଣୀ ଆଧାରରେ ନିଜ ମନର ବୃତ୍ତିଗୁଡ଼ିକର ପରିଚୟ ମିଳିବ ଏବଂ  ଧ୍ୟାନର ଆବଶ୍ୟକତା, ଧ୍ୟାନରୁ ମିଳୁଥିବା ଲାଭ ମଧ୍ୟ ଜଣା ପଡ଼ିବ। ଏହା ହେଉଛି ଅପୂର୍ବ ମୌନର ପୂର୍ବ ପ୍ରସ୍ତୁତି।

ଏହି ପୁସ୍ତକରେ ରହିଛି ଧ୍ୟାନ ସାଧନାର ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ, ଧ୍ୟାନର ବାଧା, ଧ୍ୟାନର ଶତ୍ରୁ, ଧ୍ୟାନରେ ବିକାଶ, ଧ୍ୟାନରେ ଅସଫଳତା ଏବଂ ସ୍ୱ-ଅନୁଭବରେ ସ୍ଥାପିତ ହେବାର କଳା ସମ୍ବନ୍ଧରେ ବିସ୍ତୃତ ଆଲୋଚନା।

ଧ୍ୟାନର ନୂଆ ଶିଖାଳି ଠାରୁ ଆରମ୍ଭ କରି ପୋଖତ ଧ୍ୟାନାଭ୍ୟାସୀ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏଇ ପୁସ୍ତକରେ ନବେଟି ବିନ୍ଦୁ ଉପରେ ଆଲୋକପାତ କରା ଯାଇଛି।

Available in the following languages:

Additional information

Weight 0.25 kg
Dimensions 1 × 5.5 × 8.5 in
Publisher

WOW Publishings

ISBN 13

9788184155600

No of Pages

192

Publication Year

2016

Binding
Language

Odia

Author / Writer

Sirshree

Title

ଧ୍ୟାନ ନିୟମ – Odia Edition of Dhyan Niyam

Brand

WOW PUBLISHING PVT.LTD.

Reviews

There are no reviews yet.

Be the first to review “DhyanaNiyama Dhyana Yoga Ninety (Odia)”

Your email address will not be published. Required fields are marked *

Best selling products