Charitra Bala � Garimamaya Jeebanara Bhitti (Odia)

Original price was: ₹225.00.Current price is: ₹203.00.

In stock

SKU 9788184153392 Categories ,

Description

ମଣିଷର ଚରିତ୍ର ହେଉଛି ତା’ର ମୂଳଦୁଆ। ବିଶାଳ ବୃକ୍ଷକୁ ଯେପରି ତା’ର ଚେର ଧରି ରଖିଥାଏ, ନଭଶ୍ଚୁମ୍ବୀ ଅଟ୍ଟାଳିକା ଯେମିତି ନିଅଁର ତାକତରେ ଠିଆ ହୋଇଥାଏ, ଠିକ୍ ସେମିତି ଜୀବନର ଗରିମା ମଜବୁତ ଚରିତ୍ରକୁ ଆଧାର କରି ବିକଶିତ ହୋଇଥାଏ।

କୌଣସି ବି ପୁସ୍ତକ ତା’ର ପ୍ରଚ୍ଛଦପାଇଁ ପ୍ରସିଦ୍ଧ ହୋଇ ନ ଥାଏ। ପୁସ୍ତକର କଥାବସ୍ତୁ, ତା’ ଭିତରେ ଥିବା ବିଷୟର ମହତ୍ତ୍ୱ ହିଁ ପୁସ୍ତକର ମୂଲ୍ୟ ବଢ଼ାଇଥାଏ। ସେମିତି ମଣିଷ ଜୀବନ ବି ଗୋଟିଏ ପୁସ୍ତକ। ଆଉ ମଣିଷ ନିଜେ ସେଇ ପୁସ୍ତକର ରଚନାକାର। ସେ ନିଜେ ସେଇ ପୁସ୍ତକର ଶୀର୍ଷକ ଦେଇଥାଏ ଓ ଭିତରର ବିଷୟବସ୍ତୁ ଚୟନ କରିଥାଏ।

ସଂଶିତ ପୁସ୍ତକ ପଢ଼ି ନିଜେ ନିଜର ପୁସ୍ତକ ରଚନା କରନ୍ତୁ ଓ ତାକୁ ଉନ୍ନତମାନନର କରିବାପାଇଁ ଭିତରର ବିଷୟବସ୍ତୁକୁ ବଡ଼ ସାବଧାନତାର ସହିତ ଚୟନ କରନ୍ତୁ ଓ ତାକୁ ଗୋଟିଏ ସୁନ୍ଦର ଶୀର୍ଷକ ଦିଅନ୍ତୁ।

କଥାରେ ଅଛି, ‘ଥିଲେ ଥାଉ ପଛେ, ଗୁଣ ହଜାର, ଚରିତ୍ର ନ ଥିଲେ ସବୁ ଅସାର।’ ସେଥିପାଇଁ ନିଜର ଚରିତ୍ରକୁ ବଳିଷ୍ଠ କରି କେବଳ ସଫଳ ହୁଅନ୍ତୁ ନାହିଁ, ବରଂ ସେହି ସଫଳତାର ଶିଖରରେ ତିଷ୍ଠି ରହିବାର ରହସ୍ୟକୁ ଜାଣନ୍ତୁ। ନବେଭାଗ ନିଅଁ, ଦଶଭାଗ ବାହ୍ୟ ରଙ୍ଗରୂପ ଓ ‘ଶୂନ୍ୟ’ଭାଗ ସ୍ୱଅନୁଭବର ସମ୍ମିଶ୍ରଣରେ ପାଆନ୍ତୁ ଶତ ପ୍ରତିଶତ ସମ୍ପୂର୍ଣ୍ଣ ଜୀବନ।

 

 

Available in the following languages:

Additional information

Weight 0.3 kg
Dimensions 1.5 × 5.5 × 8.5 in
Publisher

WOW Publishings

ISBN 13

978-81-8415-339-2

Binding

Paperback

Language

Odia

Author / Writer

Sirshree

Title

ଚରିତ୍ର ବଳ ଗରିମାମୟ ଜୀବନର ଭିତ୍ତି Character Building and Value Education ସଫଳତାର ଶିଖରରେ ସ୍ଥାୟୀ ହେବାର ର??

Brand

WOW PUBLISHING PVT.LTD.

Reviews

There are no reviews yet.

Be the first to review “Charitra Bala � Garimamaya Jeebanara Bhitti (Odia)”

Your email address will not be published. Required fields are marked *

Best selling products