The Mana – Kemiti Heba Mana, Namana, Sumana, Amana Au Akampa (Odia)

Original price was: ₹200.00.Current price is: ₹50.00.

In stock

SKU 9788184153989 Categories ,

Description

ମନ କେତେବେଳେ ହ୍ରଦର ନିର୍ମଳ ନିଥର ପାଣିପରି ଦର୍ପଣ ହୋଇ ସ୍ୱ- ଦର୍ଶନ କରାଇଥାଏ ତ କେତେବେଳେ ନଦୀର ଊର୍ମୀଳ ପଙ୍କିଳ ଜଳ ଭଉଁରୀରେ ଅତୀତ ଓ ଭବିଷ୍ୟତ ଭିତରେ ଘୁରାଇ ଘୁରାଇ ନୟାନ୍ତ କରିଥାଏ। କେତେବେଳେ ଛେଳିପରି ମେଁ ମେଁ କରିଥାଏ ତ କେତେବେଳେ ଓଟପରି ଲମ୍ବା ବେକଟେକି ଅହଂକାରର ପ୍ରଦର୍ଶନ କରିଥାଏ। ସେଥିପାଇଁ ଏମିତି ବହୁରୂପୀ ମନକୁ ଖାଲି ମନ ନ କହି କୁହା ଯାଇଛି ଦ-ମନ।

ମନର ଶକ୍ତିରୁ ସିଦ୍ଧି ମିଳିପାରେ, ସତ୍ୟର ସାକ୍ଷାତକାର ମିଳିପାରେ, ଧନ ବା ପ୍ରଜ୍ଞା ପ୍ରାପ୍ତି ହୋଇପାରେ। ଅଶିକ୍ଷିତ ମନ ବନ୍ଦୀଶାଳା ତିଆରି କଲାବେଳେ ପ୍ରଶିକ୍ଷିତ ମନ ନିର୍ମାଣ କରେ ଆଶ୍ରମ। ସଂଶିତ ପୁସ୍ତକରେ ମନକୁ ପ୍ରଶିକ୍ଷଣ ଦେଇ ପୃଥ୍ୱୀଲକ୍ଷ୍ୟ ପ୍ରାପ୍ତି କରିବାର ମାର୍ଗ ପ୍ରଦର୍ଶନ କରାଯାଇଛି।

ମନ-ଡଟ୍‌-କମ୍‌ର ମନ୍-ଡେରୁ ସନ୍-ଡେର ଯାତ୍ରାରେ ଏହି ପୁସ୍ତକ ମନର ପ୍ରମୁଖ ଦୁର୍ବଳତାଗୁଡ଼ିକୁ ଜୟ କରି ତାକୁ ଆତ୍ମନିରୀକ୍ଷଣ, ପ୍ରାର୍ଥନା, ଭକ୍ତି ଓ ନିଃସ୍ୱାର୍ଥ ସେବା ସାଧନାଦ୍ୱାରା ନିର୍ମଳ, ପ୍ରେମପୂର୍ଣ୍ଣ, ଅକମ୍ପ ଓ ଆଜ୍ଞାକାରୀ କରିବାର କୌଶଳ ଶିକ୍ଷାଦିଏ। ମନକୁ ନିଜର ଶତ୍ରୁ ନ ମଣି ପ୍ରୟାସ କଲେ, ତାକୁ ଜିତିବା ସହଜ ହୋଇଥାଏ। ମନକୁ ହରାଇ ନୁହେଁ, ବରଂ ତାକୁ ଜିତାଇ ଜିତିବାକୁ ହେବ, ପ୍ରତ୍ୟେକ ଘଟନାକୁ ଅବସର ହିସାବରେ ନେଇପାରିଲେ ମନ ହେବ ସୁସ୍ଥ ଓ ଆନନ୍ଦିତ ସୁମନ।

Additional information

Weight 0.2 kg
Dimensions 1 × 5.5 × 8.5 in
Publisher

WOW Publishings

ISBN 13

9788184153989

Binding

Paperback

Language

Odia

Author / Writer

Sirshree

Title

The ମନ କେମିତି ହେବ ମନ, ନମନ, ସୁମନ, ଅମନ ଆଉ ଅକମ୍ପ The Power of Your Unshaken Mind (Odia Edition of The Mann – Kaise Bane Mann Naman, Suman, Aman

Brand

WOW PUBLISHING PVT.LTD.

Reviews

There are no reviews yet.

Be the first to review “The Mana – Kemiti Heba Mana, Namana, Sumana, Amana Au Akampa (Odia)”

Your email address will not be published. Required fields are marked *

Best selling products