Description
ଖୁସି ତ ସମସ୍ତେ ଚାହାନ୍ତି, କିନ୍ତୁ ଅସଲି ଖୁସିର ପରଖ ଖୁବ୍ କମ୍ ଲୋକ କରି ପାରନ୍ତି। ସେଥିପାଇଁ ସେମାନଙ୍କର ଜୀବନକାଳ ଭ୍ରମରେ କଟିଯାଏ। ମିଛ ଖୁସିରେ ମତ୍ତ ହୋଇ ସେମାନ ସଚ୍ଚା ଖୁସି ପାଇବାର ସମସ୍ତ ସୁଯୋଗକୁ ହାତଛଡ଼ା କରନ୍ତି। ଅସଲି ଖୁସି ନା ଧନ-ସମ୍ପତ୍ତି, ନା ପଦ-ପ୍ରତିଷ୍ଠା, ନା ମାନ-ମର୍ଯ୍ୟାଦା ନା ମନୋରଞ୍ଜନରେ ମିଳିଥାଏ। ତାହା ଥାଏ ମନର ବାହାରେ, ଇଚ୍ଛାର ଆଢୁଆଳରେ, ମଣିଷର ଆଦ୍ୟ ଅବସ୍ଥାରେ ଅନ୍ତର୍ନିହିତ।
ଜୀବନର ଗତି ସଦା ସହଜ ସରଳ ରୀତିରେ ହୋଇଥାଏ। କିନ୍ତୁ ମଣିଷ ନିଜର ପସନ୍ଦ ଅପସନ୍ଦକୁ ଯୋଡ଼ି ତାକୁ ଭଲ ଖରାପର ନାଆଁ ଦେଇଥାଏ। ଜୀବନର ସବୁ ପରିସ୍ଥିତିକୁ ତଥା ନିଜର ବର୍ତ୍ତମାନର ଅବସ୍ଥାକୁ ସମ୍ପୂର୍ଣ୍ଣ ସ୍ୱୀକାର କରି ପାରିଲେ ଯାଇ ମଣିଷର ଅସଲି ଆନନ୍ଦର ସମ୍ଭାବନା ଖୋଲିଥାଏ।
ସଂଶିତ ପୁସ୍ତକରୁ ଜାଣନ୍ତୁ ଜୀବନ ସହିତ ସମତାଳରେ ଗତିକରିବାର ରହସ୍ୟ ହେଉଛି ସ୍ୱୀକାର ଭାବ। ଏହା ତୁରନ୍ତ ଖୁସି ପ୍ରଦାନ କରିଥାଏ ଓ ଅସଲି ଖୁସିର ଉତ୍ସ, ମଣିଷର ଆଦିମତମ ଅବସ୍ଥାଯାଏଁ ଯାତ୍ରାର ଶୁଭାରମ୍ଭ କରାଇଥାଏ। ଏହି ପୁସ୍ତକଦ୍ୱାରା ବିଶ୍ୱର ପ୍ରଥମ ଆବଶ୍ୟକତାକୁ ଜାଣି, ତୁରନ୍ତ ଖୁସି ପାଇବାର ସମସ୍ତ ବାଧାକୁ ସ୍ୱୀକାର ମନ୍ତ୍ରଦ୍ୱାରା ଦୂର କରି ଅକାରଣ ଖୁସି ପାଇବାର କଳାକୁ ଆୟତ୍ତ କରନ୍ତୁ।
Available in the following languages:
-
10% OFF

Sweekarada Jaadu- Twarita Anandavannu Padeyuvudu Hege (KANNADA)
Original price was: ₹120.00.₹108.00Current price is: ₹108.00. Add to cart -
10% OFF

Sweekar Ka Jadu (Gujarati)
Original price was: ₹125.00.₹113.00Current price is: ₹113.00. Add to cart -
10% OFF

Sweekara Chi Jadu – Twarit Anand Kasa Prapt Karava (Marathi)
Original price was: ₹140.00.₹126.00Current price is: ₹126.00. Add to cart -
10% OFF

Sweekar Ka Jadu – Turant Khushi Kaise Paye (Hindi)
Original price was: ₹150.00.₹135.00Current price is: ₹135.00. Add to cart -
9% OFF

Secret of Happiness
Original price was: ₹95.00.₹86.00Current price is: ₹86.00. Add to cart





Reviews
There are no reviews yet.