Pruthvi Lakshya – Mrutyura Mahasatya (Odia)

Original price was: ₹250.00.Current price is: ₹225.00.

In stock

SKU 9788184152937 Categories ,

Description

ଜରା, ବ୍ୟାଧି, ମୃତ୍ୟୁ ଓ ସନ୍ନ୍ୟାସର ଦୃଶ୍ୟ ଦେଖିବାପରେ, ସିଦ୍ଧାର୍ଥଙ୍କ ସହଜ ଅନିସନ୍ଧିତ୍ସୁ ମନ ଆହୁରି ବ୍ୟାକୁଳ ହୋଇଯାଇଥିଲା। ସତ୍ୟର ସନ୍ଧାନରେ ସେ ସବୁକିଛି ତ୍ୟାଗ କରିଦେବାକୁ ନିଷ୍ପତ୍ତି ନେଇ ସାରିଥିଲେ। ପିତାଙ୍କର ସମସ୍ତ ରାଜକୀୟ ବିଳାସବ୍ୟସନ ତାଙ୍କ ଜିଜ୍ଞାସାର ଅଗ୍ନିକୁ ଅବଦମିତ କରିବା ପରିବର୍ତ୍ତେ ଅଧିକ ଉଦ୍ଦୀପ୍ତ କରି ଦେଇଥିଲା। କିନ୍ତୁ ସେ ଯେଉଁ ଜ୍ଞାନକୁ ବଣ ଜଙ୍ଗଲରେ ବୟୋଜ୍ୟେଷ୍ଠ ସାଧୁ ସନ୍ନ୍ୟାସୀମାନଙ୍କ ଗହଣରେ ଖୋଜିବାକୁ ଗୋଡ଼ କାଢ଼ିଥିଲେ, ତାହା ତାଙ୍କରି ମହଲର ଏକ ଦୁଗ୍ଧପୋଷ୍ୟ ଶିଶୁ ଦେଇପାରେ, ତାହା ସେ କଳ୍ପନା ବି କରି ନଥିଲେ।

ବହୁ ପରିଚିତ ଏକ ଐତିହାସିକ ଉପାଖ୍ୟାନର ଆଧାରରେ ତଥା ଅତ୍ୟନ୍ତ ରୋଚକ ଢଙ୍ଗରେ ପ୍ରସ୍ତୁତ ଏକ କାହାଣୀ ମାଧ୍ୟମରେ ଜୀବନର ଗୂଢ଼ସତ୍ୟକୁ ଏଠାରେ ସହଜ ଓ ସରଳ ଭାବରେ ଉନ୍ମୋଚିତ କରା ଯାଇଛି। ସଂଶିତ ପୁସ୍ତକରେ ସନ୍ନିବେଶିତ ଏଇ ଉପକଥାର ଆନନ୍ଦ ନେଉ ନେଉ ଜାଣନ୍ତୁ ମରଣ ଓ ମରଣୋତ୍ତର ଜୀବନର ରହସ୍ୟ। ପୃଥିବୀ ପୃଷ୍ଠରେ ମାନବ ଜନ୍ମ ପାଇବା କେତେ ଦୁର୍ଲଭ ତାହା ଜାଣନ୍ତୁ ଓ ଏଇ ସୁଅବସରର ସୁବିନିଯୋଗ କରି ମହା ନିର୍ବାଣର ନିର୍ମାଣ କରନ୍ତୁ। ଚେତନାର ଉଚ୍ଚତମ ସ୍ତରରେ ସ୍ଥାପିତ ହୋଇ ହାସଲ କରନ୍ତୁ ନିଜର ପୃଥ୍ୱୀଲକ୍ଷ୍ୟ।

Additional information

Weight 0.2 kg
Dimensions 1 × 5.5 × 8.5 in
Publisher

WOW Publishings

ISBN 13

978-81-8415-293-7

Binding

Paperback

Language

Odia

Author / Writer

Sirshree

Title

ପୃଥ୍ୱୀ ଲକ୍ଷ୍ୟ – ମୃତ୍ୟୁର ମହାସତ୍ୟ (Odia Edition of Prithvi Lakshya – Mrutyu Ka Mahasatya)

Brand

WOW PUBLISHING PVT.LTD.

Reviews

There are no reviews yet.

Be the first to review “Pruthvi Lakshya – Mrutyura Mahasatya (Odia)”

Your email address will not be published. Required fields are marked *

Best selling products