Nijara Sandhana � Herculesara Antarika Anusandhana (Odia)

Original price was: ₹250.00.Current price is: ₹50.00.

In stock

SKU 9789380582375 Categories ,

Description

ନ୍ୟାୟ, ସ୍ୱାସ୍ଥ୍ୟ, ଖୁସି ଓ ସମ୍ପର୍କ ଉପରେ ଅନନ୍ୟ ଉପଲବ୍ଧି ପ୍ରଦାନକାରୀ ଏହି ପୁସ୍ତକଟି ବ୍ୟକ୍ତିତ୍ୱ ବିକାଶପାଇଁ ଏକ ଅନୁପମ ଗ୍ରନ୍ଥ। ଏହି ପୁସ୍ତକରେ ଏକ ନିଆରା ଢଙ୍ଗରେ ଆତ୍ମ-ଦର୍ଶନ ଓ ଆତ୍ମ ପରୀକ୍ଷଣ କରାଇ ଦିଆ ଯାଇଛି। ଦୋଷର ଚେର ଅନ୍ୟ ଭିତରେ ନୁହେଁ, ନିଜ ଭିତରେ ଅଛି, ଏହି ସତ୍ୟକୁ ଛୋଟ ଛୋଟ ଉପକଥା ମାଧ୍ୟମରେ ଉଜାଗର କରି ଦିଆଯାଇଛି। ବିଭିନ୍ନ ଭୂମିକାର ସାହାଯ୍ୟ ନେଇ ଜୀବନର ନିତିଦିନିଆଁ ଘଟନାରେ କେମିତି ଆତ୍ମ ଅନ୍ୱେଷଣ କରି ସନ୍ତୁଷ୍ଟ ରହି ହେବ ତାହା ବତାଇ ଦିଆ ଯାଇଛି।

ପ୍ରତ୍ୟେକ ମଣିଷକୁ ତା’ ନିଜ ଭିତରୁ ଏକ ଦିବ୍ୟ ସ୍ୱର ସର୍ବଦା ମାର୍ଗ ଦର୍ଶନ ଦେଇଥାଏ। ମଣିଷ ଏହା ଜାଣେନା। ସଂଶିତ ପୁସ୍ତକର ନାୟକ ହର୍କୁଲେସ୍ ସେହି ଦିବ୍ୟ ମାର୍ଗଦର୍ଶନର ସହାୟତା ନେଇ ଆତ୍ମାନୁସନ୍ଧାନ କରି ନିଜ ଜୀବନର ଅନ୍ତର୍ନିହିତ ଉଦ୍ଦେଶ୍ୟକୁ ବୁଝି ପାରିଛି ଓ ନିଜର ପ୍ରବୃତ୍ତି, ପ୍ରକୃତି ଓ ସଂସ୍କାରରୁ ମୁକ୍ତି ପାଇ ନିଜର ତଥା ଅନ୍ୟମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇ ପାରିଛି।

ଯଦି ଆପଣ ନିଜ ଭିତରର ଆବାଜକୁ ଶୁଣି ପାରୁ ନାହାନ୍ତି, ଏବେ ବି ସମସ୍ୟା ଓ ଜଞ୍ଜାଳ ଭିତରେ ସନ୍ତୁଳି ହେଉଛନ୍ତି, ତେବେ ଏ ବହିଟି ଏ ଦିଗରେ ଆପଣଙ୍କୁ ବହୁତ ସାହାଯ୍ୟ କରିବ। ଆଉ ଯଦି ଆପଣ ଜୀବନରେ ଖୁସିରେ ଅଛନ୍ତି, ଏହା ଆପଣଙ୍କ ଖୁସିକୁ ବହୁଗୁଣିତ କରିବ।

Additional information

Weight 0.2 kg
Dimensions 1 × 5.5 × 8.5 in
Publisher

WOW Publishings

ISBN 13

978-93-8058-237-5

Binding
Language

Odia

Author / Writer

Sirshree

Title

ନିଜର ସନ୍ଧାନ – ହର୍କୁଲେସ୍‌ର ଆନ୍ତରିକ ଅନୁସନ୍ଧାନ ନ୍ୟାୟ, ସ୍ୱାସ୍ଥ୍ୟ, ଖୁସି ଓ ସମ୍ପର୍ï

Brand

WOW PUBLISHING PVT.LTD.

Reviews

There are no reviews yet.

Be the first to review “Nijara Sandhana � Herculesara Antarika Anusandhana (Odia)”

Your email address will not be published. Required fields are marked *

Best selling products